ନ୍ୟାଚୁରାଲ ଗ୍ଲୋ ପାଇଁ ଘରେ ତିଆରି କରନ୍ତୁ ଷ୍ଟ୍ରବେରୀ ଫେସ ମାସ୍କ

strawberry face pack: ଷ୍ଟ୍ରବେରୀ ଏକ ଅତ୍ୟନ୍ତ ରସାତ୍ମକ ଫଳ । ଏହା ସାମାନ୍ୟ ମିଠା ଏବଂ ସ୍ୱାଦରେ ସାମାନ୍ୟ ଖଟା ଏବଂ ଏହା ଦେଖିବା ପାଇଁ ମଧ୍ୟ ଆକର୍ଷଣୀୟ । ଷ୍ଟ୍ରବେରି ପୁଷ୍ଟିର ଭଣ୍ଡାର ଏଥିରେ କ୍ୟାଲସିୟମ୍, ଫସଫରସ୍, ପୋଟାସିୟମ୍, ଫୋଲିକ୍ ଏସିଡ୍ ଭଳି ଉପାଦାନ ମିଳିଥାଏ । ଏହା ଚର୍ମ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଆପଣ ଏହାକୁ ବ୍ୟବହାର କରି ସହଜରେ ଆପଣଙ୍କ ଚର୍ମକୁ ଉନ୍ନତ କରିପାରିବେ । … Continue reading ନ୍ୟାଚୁରାଲ ଗ୍ଲୋ ପାଇଁ ଘରେ ତିଆରି କରନ୍ତୁ ଷ୍ଟ୍ରବେରୀ ଫେସ ମାସ୍କ