Strange policy in Odisha Assembly: Officers in the House, members are being ignored || ଓଡ଼ିଶା ବିଧାନସଭାରେ ବିଚିତ୍ର ନୀତି : ଅୟସରେ ଅଫିସର, ସଦସ୍ୟଙ୍କୁ ବେଖାତିର

ରାଜ୍ୟ ବିଧାନସଭାରେ ବିଧାୟକ ବଡ଼ ହୀନସ୍ତା ହେଉଛନ୍ତି। ତାଙ୍କୁ ଯା’ଆସ କରିବା ପାଇଁ ବିଧାନସଭା ପକ୍ଷରୁ ଗାଡ଼ି ଯୋଗାଇବାର ବ୍ୟବସ୍ଥା ଥିଲେ ବି ମିଳୁ ନାହିଁ। ବିଧାନସଭା ଏହାକୁ ବନ୍ଦ କରିଛି ତା’ ନୁହେଁ, କିନ୍ତୁ ଅଲିଖିତ ନିଷ୍ପତ୍ତିରେ ତଥା କିଛି ଅମଲାଙ୍କ ଚକ୍ରାନ୍ତରେ ଏହି ସୁବିଧା ଏବେ କିଛି ଅଧିକାରୀ ଉପଭୋଗ କରୁଥିବା ଅଭିଯୋଗ ହେଉଛି। ଆଉ ନିର୍ବାଚିତ ପ୍ରତିନିଧି ପାଉଛନ୍ତି ଧୋକା। ଏମିତି ଅବସ୍ଥାରେ ସେମାନେ ପଡ଼ିଛନ୍ତି ଯେ ନା କାହାକୁ କହିପାରୁଛନ୍ତି ନା … Continue reading Strange policy in Odisha Assembly: Officers in the House, members are being ignored || ଓଡ଼ିଶା ବିଧାନସଭାରେ ବିଚିତ୍ର ନୀତି : ଅୟସରେ ଅଫିସର, ସଦସ୍ୟଙ୍କୁ ବେଖାତିର