ବଲୁଚିସ୍ତାନରେ ସକ୍ରିୟ ଥିବା ବଲୁଚ୍ ଆର୍ମିର ମଜିଦ୍ ବିଗ୍ରେଡ କାହିଁକି ଚର୍ଚ୍ଚାରେ ? ଜାଣନ୍ତୁ କ’ଣ ପାଇଁ ମଜିଦ ବିଗ୍ରେଡକୁ ଭୟକରେ ପାକ୍ ସେନା

Pakistan train hijack: ଗତକାଲି ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ହେବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବଲୁଚ ଲିବରେସନ ଆର୍ମି ଏହି ଟ୍ରେନ୍ ହାଇଜାକ କରିଛି ବୋଲି ଦାବି କରିଛି । ତେବେ କାହିଁକି ବାଲୁଚ ଆର୍ମି ଟ୍ରେନ୍ ହାଇଜାକ୍ କଲା, ଜାଣନ୍ତୁ ଏହି ବିଷୟରେ ପୂରା ରିପୋର୍ଟ… ପାକିସ୍ତାନରେ ଏକ ସ୍ଥାନ ଅଛି ଯାହାର ନାଁ ବୋଲନ୍ । ଏହି ସ୍ଥାନରେ ଟ୍ରେନ ସୁଡଙ୍ଗ ଦେଇ ଗତି କରେ । ଏହି ସୁଡଙ୍ଗ … Continue reading ବଲୁଚିସ୍ତାନରେ ସକ୍ରିୟ ଥିବା ବଲୁଚ୍ ଆର୍ମିର ମଜିଦ୍ ବିଗ୍ରେଡ କାହିଁକି ଚର୍ଚ୍ଚାରେ ? ଜାଣନ୍ତୁ କ’ଣ ପାଇଁ ମଜିଦ ବିଗ୍ରେଡକୁ ଭୟକରେ ପାକ୍ ସେନା