କ’ଣ ଫେରିଲା ସେୟାର ବଜାରର ‘ଆଛେଦିନ୍’ ? ଗୋଟିଏ ସେସନରେ ୪.୬୩ ଲକ୍ଷ କୋଟିର ବମ୍ପର ବୃଦ୍ଧି
Share Market: ଭାରତୀୟ ସେୟାର ବଜାରରେ ଆଜି ବ୍ୟାଙ୍କ ଓ ଟେକ କମ୍ପାନୀଙ୍କର ସେୟାରରେ ଭଲ ତେଜି ଦେଖାଯାଉଛି। ସପ୍ତାହର ପ୍ରଥମ କାରବାର ଦିନ ସେୟାର ବଜାର ସମସ୍ତ ଆଶା ସହିତ ଖୋଲିଛି। ଉଛୁଳିଲା ସେୟାର ମାର୍କେଟ; ଲାଗିଲା ୪.୬୩ଲକ୍ଷ କୋଟି ଟଙ୍କାର ବମ୍ପର ଲଟେରୀ। ଆଜି ମାର୍କେଟ ଖୋଲିବା ପରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ୪ ମାସର କ୍ଷତି ପରେ ମାର୍କେଟ୍ ସମ୍ଭାଳିଛି। ବ୍ୟାଙ୍କିଂ ଏବଂ ଆଇଟି କମ୍ପାନୀଗୁଡ଼ିକର ସେୟାରରେ ଭଲ … Continue reading କ’ଣ ଫେରିଲା ସେୟାର ବଜାରର ‘ଆଛେଦିନ୍’ ? ଗୋଟିଏ ସେସନରେ ୪.୬୩ ଲକ୍ଷ କୋଟିର ବମ୍ପର ବୃଦ୍ଧି
Copy and paste this URL into your WordPress site to embed
Copy and paste this code into your site to embed