କାର ଭିତରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫ ଟିମ୍
ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରି । ତିନି ଗଞ୍ଜେଇ ବେପାରୀଙ୍କୁ ରାଜଧାନୀରୁ ଗିରଫ କଲା ଏସଟିଏଫ । ବାହାରକୁ ଚାଲାଣ ବେଳେ ମାଡିବସିଲା ଟିମ୍ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ ଏସପି ରବି ଶତପଥୀ ସୂଚନା ଦେଇଛନ୍ତି । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା STF । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଚଢାଉ କରିଥିଲା । ଏକ କାରରେ ୩ଜଣ ଯାଉଥିବାବେଳେ ଚଢାଉ … Continue reading କାର ଭିତରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫ ଟିମ୍
Copy and paste this URL into your WordPress site to embed
Copy and paste this code into your site to embed