ସଙ୍କଟରେ ରାଜ୍ୟର ଶିଶୁ ସ୍ୱାସ୍ଥ୍ୟ || State’s child health in crisis

ଓଡ଼ିଶା ଦୀର୍ଘଦିନ ଧରି ଗରିବୀ, ପ୍ରାକୃତିକ ଦୁର୍ଯୋଗ ଓ ପଛୁଆ ଅଞ୍ଚଳର ଚ୍ୟାଲେଞ୍ଜ ସହ ଯୁଦ୍ଧ କରୁଥିବା ଏକ ରାଜ୍ୟ। ଗତ ତିନି ଦଶକରେ ରାଜ୍ୟ ଶିକ୍ଷା, ପୂର୍ବାଧାର, ମହିଳା ସଶକ୍ତିକରଣ ଓ ସ୍ୱାସ୍ଥ୍ୟରେ ଦୃଶ୍ୟମାନ ପ୍ରଗତି କରିଛି। କିନ୍ତୁ ଏକ କ୍ଷେତ୍ର ଅଛି ଯେଉଁଠାରେ ସଫଳତାର ଗାଥା ଅଧୂରା—ଶିଶୁ ସ୍ୱାସ୍ଥ୍ୟ। କେନ୍ଦ୍ର ସରକାରଙ୍କ ୨୦୨୫-୨୬ ଆର୍ଥିକ ସର୍ଭେ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଦର୍ଶାଉଛି—ଓଡ଼ିଶାରେ ଶିଶୁ ସ୍ୱାସ୍ଥ୍ୟର ସ୍ଥିତି ଅନେକ ରାଜ୍ୟ ତୁଳନାରେ … Continue reading ସଙ୍କଟରେ ରାଜ୍ୟର ଶିଶୁ ସ୍ୱାସ୍ଥ୍ୟ || State’s child health in crisis