ଆଜିଠୁ ରାଜ୍ୟରେ ବଢ଼ିବ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଦ୍ଧି ପାଇବ ତାପମାତ୍ରା

କମିବ ଶୀତ, ବଢ଼ିବ ତାତି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତିର ତାପମାତ୍ରା ବଢିବ । ଆଗାମୀ ୫ରୁ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିବ । ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ଚଳିତ ସପ୍ତାହରେ ଶୀତ ବେଶୀ ଅନୁଭୂତ ହେବ ନାହିଁ । ଏନେଇ … Continue reading ଆଜିଠୁ ରାଜ୍ୟରେ ବଢ଼ିବ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଦ୍ଧି ପାଇବ ତାପମାତ୍ରା