ପାଣିପାଗରେ ହେବ ପରିବର୍ତ୍ତନ, ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା
କିଛି ଦିନ ହେଲା ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା । ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ ହେବାରେ ଲାଗିଥିଲା । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ … Continue reading ପାଣିପାଗରେ ହେବ ପରିବର୍ତ୍ତନ, ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା
Copy and paste this URL into your WordPress site to embed
Copy and paste this code into your site to embed