ସାବଧାନ ! ଏଣିକି ରେଳଧାରଣା ନିକଟରେ ସେଲଫି ଉଠାଇଲେ ଜରିମାନା ସହ ଯିବାକୁ ପଡ଼ିବ ଜେଲ

ରେଳଧାରଣା ନିକଟରେ ସେଲ୍ଫି ନେବାର ବିପଜ୍ଜନକ ଅଭ୍ୟାସ ସମ୍ପର୍କରେ କିଶୋର ଓ କଲେଜ ଛାତ୍ରଛାତ୍ରୀଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି।ରେଳ ଧାରଣା ନିକଟରେ କ୍ଷୁଦ୍ର ଭିଡିଓ ସୁଟିଂ ଓ ସେଲ୍ଫି ନେବାକୁ ଯାଇ ଯୁବକମାନେ ଦୁଃଖଦ ଭାବେ ପ୍ରାଣ ହରାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଇସିଓଆର ବୁଧବାର ଏକ ବିବୃତିରେ କହିଛି। ରେଳ ଷ୍ଟେସନ କିମ୍ବା ରେଳ ଧାରଣାରେ ସେଲଫି ଉଠାଇବା … Continue reading ସାବଧାନ ! ଏଣିକି ରେଳଧାରଣା ନିକଟରେ ସେଲଫି ଉଠାଇଲେ ଜରିମାନା ସହ ଯିବାକୁ ପଡ଼ିବ ଜେଲ