State govt to convene high-level meeting on apartment registration rules ।। ହୋଇପାରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମରେ ବଡ଼ ପରିବର୍ତ୍ତନ

ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମ କାର୍ଯ୍ୟକାରୀ ଏବଂ ସୁଗମ କରିବା ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକ ଆପାର୍ଟମେଣ୍ଟ ମାଲିକ ଆଉ ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି। ଆପାର୍ଟମେଣ୍ଟ ମାଲିକଙ୍କୁ ସରକାର କିଛି ଆଶ୍ୱସ୍ତି ଦେଇପାରନ୍ତି ବୋଲି କୁହାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ବୈଠକରେ ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ … Continue reading State govt to convene high-level meeting on apartment registration rules ।। ହୋଇପାରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମରେ ବଡ଼ ପରିବର୍ତ୍ତନ