PUCC ଜରିମାନା ୧୦ ହଜାରରୁ ୬ ହଜାରକୁ ହ୍ରାସ କଲେ ରାଜ୍ୟ ସରକାର, ଚାଳକଙ୍କ ପାଇଁ ଜାରି ହେଲା ନୂଆ ନିୟମ || State government reduces PUCC fine from Rs 10,000 to Rs 6,000, new rules issued for drivers

ରାଜ୍ୟର ଲକ୍ଷ ଲକ୍ଷ ଗାଡ଼ି ମାଲିକ ତଥା ଚାଳକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ଆଦାୟ କରାଯାଉଥିବା ମୋଟା ଅଙ୍କର ଜରିମାନା ଉପରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି। ପୂର୍ବରୁ ଲାଗୁ ଥିବା ଏକଚାଟିଆ ୧୦,୦୦୦ ଟଙ୍କାର ଭାରୀ ଜରିମାନାକୁ ହ୍ରାସ କରାଯାଇ ଏବେ ସର୍ବାଧିକ ୬,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସହିତ ଗାଡ଼ିର ପ୍ରକାରଭେଦ ଏବଂ ପ୍ରଥମ ତଥା ଦ୍ୱିତୀୟ ଥର … Continue reading PUCC ଜରିମାନା ୧୦ ହଜାରରୁ ୬ ହଜାରକୁ ହ୍ରାସ କଲେ ରାଜ୍ୟ ସରକାର, ଚାଳକଙ୍କ ପାଇଁ ଜାରି ହେଲା ନୂଆ ନିୟମ || State government reduces PUCC fine from Rs 10,000 to Rs 6,000, new rules issued for drivers