କ୍ୟାସଲେସ୍ ସୁବିଧା ଥାଇ ବି ଆୟୁଷ୍ମାନ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ: କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସ୍ || State government issues show cause notice to KIMS Hospital for charging money from Ayushman beneficiaries despite cashless facility

ଗରିବ ତଥା ମଧ୍ୟବିତ୍ତ ଲୋକଙ୍କୁ ମାଗଣାରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟାନ୍ୱୟନରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। କ୍ୟାସଲେସ୍ (ବିନା ମୂଲ୍ୟରେ) ଚିକିତ୍ସା ସୁବିଧା ଥାଇ ସୁଦ୍ଧା ହିତାଧିକାରୀଙ୍କଠାରୁ ବେଆଇନ ଭାବେ ଅତିରିକ୍ତ ଅର୍ଥ ଆଦାୟ ଏବଂ ନଥିପତ୍ରରେ ଜାଲିଆତି ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ହସ୍ପିଟାଲକୁ ରାଜ୍ୟ ସରକାର କାରଣ … Continue reading କ୍ୟାସଲେସ୍ ସୁବିଧା ଥାଇ ବି ଆୟୁଷ୍ମାନ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ: କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସ୍ || State government issues show cause notice to KIMS Hospital for charging money from Ayushman beneficiaries despite cashless facility