ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ ପାସ୍ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ଵାଧୀନ ଓଡ଼ିଶା ସରକାର ପ୍ରଥମ ଦିନରେ ରାଜ୍ୟ ସଚିବାଳୟର ଲୋକସେବା ଭବନର ଗେଟ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବା ସହ ପୂର୍ବ ବିଜେଡି ସରକାର ଜାରି କରିଥିବା ୪ ବର୍ଷର କଟକଣାର ଅନ୍ତ ଘଟାଇଛନ୍ତି। ସୀମିତ ଉଦ୍ଦେଶ୍ୟରେ ଲୋକସେବା ଭବନରେ ଗଣମାଧ୍ୟମ ପ୍ରବେଶ ପାଇଁ ‘ସଚିବାଳୟ ଆଡମିଶନ ପାସ୍’ ପାଇଁ ଏବେ ନୂଆ ଗାଇଡଲାଇନ ଜାରି କରାଯାଇଛି। ଡିସେମ୍ବର ୨୬ତାରିଖରେ ସୂଚନା ଓ ପ୍ରସାରଣ ବିଭାଗ ୨୦୧୩ ଫେବ୍ରୁଆରି ୬ ତାରିଖରେ … Continue reading ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ ପାସ୍ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର