ରାଜ୍ୟର ଶାସନ ପ୍ରାଣକେନ୍ଦ୍ର ତଥା ମୁଖ୍ୟ ସଚିବାଳୟ ‘ଲୋକସେବା ଭବନ’କୁ ସମ୍ପୂର୍ଣ୍ଣ ‘ତମାଖୁ ମୁକ୍ତ କ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏଣିକି ଲୋକସେବା ଭବନ ପରିସର ମଧ୍ୟରେ କୌଣସି ପ୍ରକାର ଧୂମପାନ କିମ୍ବା ତମାଖୁ ଜାତୀୟ ସାମଗ୍ରୀ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ସଚିବାଳୟକୁ ଆସୁଥିବା ସାଧାରଣ ନାଗରିକ, କେହି ମଧ୍ୟ ପରିସର ମଧ୍ୟରେ ପାନ, ଗୁଟ୍ଖା, ଜର୍ଦ୍ଦା, ଖଇନି, ବିଡ଼ି, ସିଗାରେଟ୍ କିମ୍ବା ଇ-ସିଗାରେଟ୍ ସେବନ … Continue reading ଲୋକସେବା ଭବନକୁ ‘ତମାଖୁ ମୁକ୍ତ କ୍ଷେତ୍ର’ ଘୋଷଣା କଲେ ରାଜ୍ୟ ସରକାର: ପାନ, ଗୁଟ୍ଖା, ବିଡ଼ି ଓ ସିଗାରେଟ୍ ଉପରେ ସମ୍ପୂର୍ଣ୍ଣ ରୋକ୍ || State Government declares Lok Seva Bhawan a ‘tobacco-free zone’: Complete ban on paan, gutkha, bidi, and cigarettes.
Copy and paste this URL into your WordPress site to embed
Copy and paste this code into your site to embed