ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକେଟ ! ୧୧ଶହ ଟିକେଟକୁ ୪ହାଜରରେ ବିକ୍ରି ହେଉଛି

ବ୍ଲାକରେ ବିକ୍ରି ହେଲାଣି ବାରବାଟୀ ୱାନ ଡେ ଟିକଟ । ପୁଣି ପୁରୁଷ ନୁହେଁ ଦୁଇ ବୃଦ୍ଧା ମହିଳା କରୁଛନ୍ତି କଳାବଜାରୀ । ସବୁଠୁ ବଡ଼ କଥା ହେଲା ଟିକେଟ ମୂଲ୍ୟ ୧୧ ଶହ ଥିବା ବେଳେ ତାହାକୁ ୪ହାଜର ଟଙ୍କାରେ ବିକ୍ରି କରୁଛନ୍ତି । ପରିଣତ ବୟସରେ କିଛି ଟଙ୍କା ଉପାର୍ଜନ କରିବା ପାଇଁ ଏପରି ବାଟ ଆପଣାଇଛନ୍ତି ମହିଳା ମାନେ । ସେପଟେ ବାରବାଟୀ ମ୍ୟାଚ ପାଇଁ ବ୍ଲାକରେ ଟିକେଟ ବିକ୍ରି ପାଇଁ ଫେକବୁକ … Continue reading ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକେଟ ! ୧୧ଶହ ଟିକେଟକୁ ୪ହାଜରରେ ବିକ୍ରି ହେଉଛି