ବିଜେପି ରାଜ୍ୟ ସଭାପତି ପଦ: ଦୌଡ଼ରେ ଅନେକ ନେତା
ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନକୁ ନେଇ ଉଷ୍ମତା ବଢ଼ୁଥିବାବେଳେ ସମ୍ଭାବ୍ୟ ମୁଖିଆଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ନେଇ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଘୋଷଣା ପରେ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି। ସଭାପତି ଦୌଡ଼ ପାଇଁ ଏକାଧିକ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବତନ ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି … Continue reading ବିଜେପି ରାଜ୍ୟ ସଭାପତି ପଦ: ଦୌଡ଼ରେ ଅନେକ ନେତା
Copy and paste this URL into your WordPress site to embed
Copy and paste this code into your site to embed