State BJP on the verge of explosion! ।। ବିସ୍ଫୋରଣ ଆଡ଼କୁ ରାଜ୍ୟ ବିଜେପି!

୨୦୨୪ ପରଠାରୁ ଓଡ଼ିଶା ରାଜନୀତିକୁ ନେଇ ଯେଉଁ ମିଡିଆ ଚର୍ଚ୍ଚା ହେଉଛି ସେଥିରେ ସର୍ବାଧିକ କଣ୍ଟେଣ୍ଟ ବିଜେଡି ଏବଂ ବିଜେଡିର ପରାଜୟ ପରବର୍ତ୍ତୀ ସମୀକରଣ ହିଁ ପ୍ରାଧାନ୍ୟ ପାଇଛି। ହେଲେ ବିଜେପି କ୍ଷମତାକୁ ଆସିଲା ପରେ ଯେ ଏଠାରେ ସବୁକିଛି ଠିକ୍‍ ଚାଲିଛି ତାହା ଆଦୌ ସତ୍ୟ ନୁହେଁ। ଯେମିତି ବିଜେଡି କ୍ଷମତାରେ ଥିବା ସମୟରେ ଭୟ ଓ ଲୋଭ କାରଣରୁ ସମସ୍ତେ ଗୋଟିଏ ଛାତ ତଳେ ବୋଲି ପରିଚୟ ଦେଉଥିଲେ ଏବେ ବିଜେପିରେ ମଧ୍ୟ ସେହି … Continue reading State BJP on the verge of explosion! ।। ବିସ୍ଫୋରଣ ଆଡ଼କୁ ରାଜ୍ୟ ବିଜେପି!