Starting from Debashish ।। ଦେବାଶୀଷଙ୍କଠାରୁ ଆରମ୍ଭ, ଏବେ ଲାଇନ ଲାଗିବ

ବିଜେଡି ଭିତରେ ଉଠୁଥିବା ଝଡ଼ର ପ୍ରଥମ ବିଜୁଳି ସାଜିଛନ୍ତି ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ। ଓଡ଼ିଶାରେ ୨୪ ବର୍ଷ ଧରି ସ୍ଥିର ଶକ୍ତିରେ ପରିଣତ ହୋଇଥିବା ବିଜୁ ଜନତା ଦଳରେ, ଏବେ ଯାହା ଘଟୁଛି, ତାହା କେବଳ ଦଳୀୟ ଅସନ୍ତୋଷ ନୁହେଁ- ଏହା ଗୋଟିଏ ପରିବର୍ତ୍ତନ-ଯୁଗର ପ୍ରାରମ୍ଭ, ଯେଉଁଠି ନୂଆ ଶକ୍ତିକେନ୍ଦ୍ର ଉତ୍ଥାନ କରୁଛି ଏବଂ ପୁରୁଣା ନେତାମାନେ ପଛକୁ ଠେଲି ହୋଇଯାଉଛନ୍ତି। ସୁଜାତା ରାଉତଙ୍କୁ ଦଳରେ ଆଣିବା ନେଇ ଘଟୁଥିବା ନାଟକର ମଞ୍ଚ ପ୍ରସ୍ତୁତି, ତା’ପରେ … Continue reading Starting from Debashish ।। ଦେବାଶୀଷଙ୍କଠାରୁ ଆରମ୍ଭ, ଏବେ ଲାଇନ ଲାଗିବ