ଜାଣନ୍ତୁ, ଖନେଇବାର ଘରୋଇ ଉପଚାର

Stammering Home Remedies: କଥା ହେବା ସମୟରେ ରହି ରହି କହିବାକୁ ଖନେଇବା କୁହାଯାଏ । ସାଧାରଣତଃ ଖୁବ କମ୍ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହି ପରି ସମସ୍ୟା ରହିଥିଲେ ସାଧାରଣତଃ ଲୋକମାନେ ଅଧିକ ସମୟରେ ଲୋକହସାର ସମ୍ମୁଖୀନ ହୋଇଥାନ୍ତି । ଯାହାଦ୍ୱାରା ସେମମାନେ ଆତ୍ମବିଶ୍ୱାସ ହରେଇ ଥାନ୍ତି । ତେବେ ଏହି ସମସ୍ୟା ବାଲ୍ୟକାଳରୁ ହିଁ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ … Continue reading ଜାଣନ୍ତୁ, ଖନେଇବାର ଘରୋଇ ଉପଚାର