ମହେଶ ବାବୁଙ୍କୁ ଦେଖିବା ପାଇଁ ଜମିଲା ପ୍ରଶଂସକଙ୍କ ଭିଡ଼: ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
SSMB29 shooting in Odisha: ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲି ଓଡ଼ିଶାର କୋରାପୁଟରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି-୨୯’ର ସୁଟିଂ ଆରମ୍ଭ କରିସାରିଛନ୍ତି। ବର୍ତମାନ ଏହି ଟିମ୍ ତାଳମାଳି ପାହାଡ଼ ଉପରେ ସୁଟିଂ କରୁଛି, ଯାହା ଜଙ୍ଗଲ, ଉପତ୍ୟକା ଏବଂ ଝରଣା ଦ୍ୱାରା ଘେରି ରହିଛି । ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ସୁଟିଂ … Continue reading ମହେଶ ବାବୁଙ୍କୁ ଦେଖିବା ପାଇଁ ଜମିଲା ପ୍ରଶଂସକଙ୍କ ଭିଡ଼: ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
Copy and paste this URL into your WordPress site to embed
Copy and paste this code into your site to embed