ଶ୍ରୀକାନ୍ତ ଜେନା ଆଉଟ୍‍!

ରାଜ୍ୟରେ ଜାତିଭିତ୍ତିକ ରାଜନୀତିକୁ ପୁଣିଥରେ ନିଆଁ ଚେଙ୍ଗିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ମଇଦାନରୁ ଆଉଟ୍‍ ହେଲାପରି ଜଣାପଡ଼ୁଛନ୍ତି। ନା ତାଙ୍କୁ ତାଙ୍କ ନିଜ ଦଳ କଂଗ୍ରେସ ଏ ପ୍ରସଙ୍ଗରେ ବିଶ୍ୱାସକୁ ନେଇପାରିଛି ନା ବିଜେଡି। ପରିସ୍ଥିତି ଏମିତି ହୋଇଛି ଯେ ଶ୍ରୀକାନ୍ତ ଅନ୍ୟୋପାୟ ନ ପାଇ ନିଜର ଚରମ ବିରୋଧୀ ପଟ୍ଟନାୟକଙ୍କ ଅଧୀନରେ କାମ କରିବେ ନ ହେଲେ ଚୁପ୍‍ଚାପ୍‍ ଅନ୍ୟବାଟ ଦେଖିବେ। କଂଗ୍ରେସ ଘୋଷଣା କରିଥିବା ସାମାଜିକ ନ୍ୟାୟ କମିଟି ଗଠନରୁ ଏହା … Continue reading ଶ୍ରୀକାନ୍ତ ଜେନା ଆଉଟ୍‍!