Sriguruji in the eyes of those with opposing views II ବିରୋଧୀ ବିଚାରର ବ୍ୟକ୍ତିବିଶେଷଙ୍କ ଦୃଷ୍ଟିରେ ଶ୍ରୀଗୁରୁଜୀ

            ଡ, ସମନ୍ୱୟ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲବାଲକର ଉପାଖ୍ୟ ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ – “ଶ୍ରୀଗୁରୁଜୀଙ୍କ ମହାନ ବ୍ୟକ୍ତିତ୍ୱରେ ସମର୍ଥ ରାମଦାସଙ୍କ ଭକ୍ତି ଓ ଶିବାଜୀ ମହାରାଜଙ୍କ ଶକ୍ତିର ଅପୂର୍ବ ସଂଗମ ଥିଲା । ତାଙ୍କ ନିକଟରେ ରାମ-କୃଷ୍ଣଙ୍କ ତପସ୍ୟା ଓ ସ୍ୱାମୀ ବିବେକାନନ୍ଦଙ୍କ ତେଜ ର ସମନ୍ୱୟ ଥିଲା । ଆତ୍ମ … Continue reading Sriguruji in the eyes of those with opposing views II ବିରୋଧୀ ବିଚାରର ବ୍ୟକ୍ତିବିଶେଷଙ୍କ ଦୃଷ୍ଟିରେ ଶ୍ରୀଗୁରୁଜୀ