ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୨୦୦ରୁ ଅଧିକ ମୃତ
Israeli airstrikes: ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି, କାରଣ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିବା ଆବାସିକ ଅଞ୍ଚଳରେ ଆକ୍ରମଣ ହୋଇଥିଲା। ଅସ୍ତ୍ରବିରତି ଭଙ୍ଗ କରି ଗାଜାରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ। ଏୟାର ଷ୍ଟ୍ରାଇକ୍ ଯୋଗୁଁ ଅତି କମରେ ୨୦୦ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ ସବୁଠାରୁ ତୀବ୍ର ବୋମାମାଡ଼ରେ ଗାଜା ସିଟି, ଡେଇର ଅଲ୍ ବାଲାହ, ଖାନ୍ ୟୁନିସ୍ ଏବଂ … Continue reading ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୨୦୦ରୁ ଅଧିକ ମୃତ
Copy and paste this URL into your WordPress site to embed
Copy and paste this code into your site to embed