ଫେବ୍ରୁଆରି ୭, ୧୯୯୯: ଅନିଲ କୁମ୍ବଲେ ୧୦ ୱିକେଟ ନେଇ ପାକିସ୍ତାନକୁ ଚକିତ କରିଥିଲେ

Anil Kumble : ପାକିସ୍ତାନ ବିପକ୍ଷ ଇନିଂସରେ ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେ ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ ଲେକରଙ୍କ ସମକକ୍ଷ ହୋଇଛନ୍ତି। ଦିଲ୍ଲୀରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ ୧୦ ଟି ୱିକେଟ୍ ନେଇଛନ୍ତି । ଗୋଟିଏ ଟେଷ୍ଟ ଇନିଂସରେ ୧୦ ୱିକେଟ୍ ନେଇଥିବା ୩ ବୋଲରଙ୍କ ମଧ୍ୟରୁ କୁମ୍ବଲେ ଅନ୍ୟତମ। ଅନୀଲ କୁମ୍ବଲେ ୬୧୯ ୱିକେଟ୍ ନେଇ ଭାରତର ସର୍ବାଧିକ ୱିକେଟ୍ ନେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା … Continue reading ଫେବ୍ରୁଆରି ୭, ୧୯୯୯: ଅନିଲ କୁମ୍ବଲେ ୧୦ ୱିକେଟ ନେଇ ପାକିସ୍ତାନକୁ ଚକିତ କରିଥିଲେ