ଇଂଲଣ୍ଡ ବିପକ୍ଷରେ କଟକରେ ୩୨ତମ ଦିନିକିଆ ଶତକ ହାସଲ କରି ରୋହିତ ଶର୍ମା ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ

Rohit Sharma: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରେ ଦିନିକିଆ କ୍ରିକେଟ୍ରେ ୩୨ତମ ଶତକ ହାସଲ କରି ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍ରେ ଫର୍ମକୁ ଫେରିଛନ୍ତି। ରୋହିତ ଆଉ ଏକ ଦିନିକିଆ ଶତକ ହାସଲ କରିବା ପରେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଏକ ବଡ଼ ରେକର୍ଡ ତାଲିକାରେ ସ୍ଥାନ ପାଇଛନ୍ତି। ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ରୋହିତ ଶର୍ମା ଅତ୍ୟନ୍ତ ଜରୁରୀ ଶତକ ହାସଲ … Continue reading ଇଂଲଣ୍ଡ ବିପକ୍ଷରେ କଟକରେ ୩୨ତମ ଦିନିକିଆ ଶତକ ହାସଲ କରି ରୋହିତ ଶର୍ମା ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ