ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ୩,୭୯୪.୩୦ କୋଟି ଟଙ୍କା

Budget 2025: କ୍ରୀଡ଼ା ଓ ଯୁବ ବ୍ୟାପାରକୁ ଗତ ବର୍ଷ ତୁଳନାରେ ୩୫୦ କୋଟିରୁ ଅଧିକ ପ୍ରୋତ୍ସାହନ ଭାରତରେ କ୍ରୀଡ଼ା ପାଇଁ ବଜେଟକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟକୁ ୩,୭୯୪.୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୧,୦୦୦ କୋଟି ଟଙ୍କା ପାଇଛି। ଏହା ପୂର୍ବ ବର୍ଷର ଆବଣ୍ଟନ ତୁଳନାରେ ୨୦୦ କୋଟି ଟଙ୍କା ଅଧିକ । ଅର୍ଥମନ୍ତ୍ରୀ ନିର୍ମଳା … Continue reading ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ୩,୭୯୪.୩୦ କୋଟି ଟଙ୍କା