ଜାଣନ୍ତୁ, କ’ଣ ରହିଛି ଗ୍ରହ ସହିତ ମସଲାର ସମ୍ପର୍କ?

Spices and Planets: ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ, ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ବାସ୍ତୁ ଅନୁଯାୟୀ, ଆମ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। ଏଥି ସହ ଜଡ଼ିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ରେଷେଇ … Continue reading ଜାଣନ୍ତୁ, କ’ଣ ରହିଛି ଗ୍ରହ ସହିତ ମସଲାର ସମ୍ପର୍କ?