Today Special rituals at Shrimandir ।। ଆଜି ବାମନ ଜନ୍ମ ଓ ସୁନିଆଁ: ଶ୍ରୀମନ୍ଦିରରେ ବିଶେଷ ନୀତି

ଆଜି ଗୁରୁବାର ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିଲାଗି ସ୍ୱଥନ୍ତ୍ର ନୀତି ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠିତ ହେବ। ଏହା ସହ ଆଜି ମଧ୍‍ୟ ଶ୍ରୀ ନଅରରେ କଟା ହେବ ଗଜପତି ମହାରାଜାଙ୍କ ନୂଆ ଅଙ୍କ। ମହାରାଜାଙ୍କୁ ରାଜାଭିଶେକ କରାଯାଇ ତାଙ୍କ ଶାସନର ନୂତନ ବର୍ଷକୁ ଜନସାଧାରଣଙ୍କୁ ଜଣାଇ ଦେବାର ପରମ୍ପରା ପାଳନ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମକୁ ସ୍ୱତନ୍ତ୍ର … Continue reading Today Special rituals at Shrimandir ।। ଆଜି ବାମନ ଜନ୍ମ ଓ ସୁନିଆଁ: ଶ୍ରୀମନ୍ଦିରରେ ବିଶେଷ ନୀତି