ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁଥିବା ଦୈନିକ ହଜାର ହଜାର ଯାତ୍ରୀ, ଅଟୋରିକ୍ସା ଓ କ୍ୟାବ୍ ଚାଳକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଷ୍ଟେସନର ଚାଲିଥିବା ବିଶ୍ୱସ୍ତରୀୟ ପୁନଃବିକାଶ କାର୍ଯ୍ୟ ସହିତ ତାଳ ଦେଇ ଏହାର ମୁଖ୍ୟ ସଂଯୋଗକାରୀ ରାସ୍ତାର ରୂପରେଖ ବଦଳାଇବାକୁ ରାଜ୍ୟ ପୂର୍ତ୍ତ ବିଭାଗ ଅଣ୍ଟା ଭିଡ଼ିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଭୁବନେଶ୍ୱର ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବ୍ୟାପକ ସ୍ୱତନ୍ତ୍ର … Continue reading ଭୁବନେଶ୍ୱର ରେଳ ଷ୍ଟେସନ ସଂଯୋଗକାରୀ ମୁଖ୍ୟ ରାସ୍ତାର ହେବ ସ୍ୱତନ୍ତ୍ର ମରାମତି: ଯାତ୍ରୀ ଓ ଚାଳକଙ୍କୁ ମିଳିବ ଖାଲଖମା ମୁକ୍ତ ସୁଗମ ଯାତାୟାତ ସୁବିଧା || Special repairs to be carried out on the main road connecting Bhubaneswar Railway Station: Passengers and drivers will get smooth and hassle-free travel facilities
Copy and paste this URL into your WordPress site to embed
Copy and paste this code into your site to embed