ଦଙ୍ଗାକାରୀ ଏବଂ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ସୁବିଧା! || Special privileges for rioters and terrorists!

ଆମ ଦେଶର ସମ୍ବିଧାନ କହେ – “ଆଇନ ଆଗରେ ସମସ୍ତେ ସମାନ”। କିନ୍ତୁ ଆଜି ଏମିତି କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି, ଯାହା ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ସତରେ କ’ଣ ଆମ ଦେଶରେ ସମସ୍ତଙ୍କ ପାଇଁ ଆଇନ ସମାନ? କାହିଁକି ଜଣେ ଆତଙ୍କବାଦୀ କିମ୍ବା ଦଙ୍ଗାକାରୀ ପାଇଁ ଅଧାରାତିରେ ସୁପ୍ରିମକୋର୍ଟର ଦ୍ୱାର ଖୋଲିଯାଏ, ଆଉ ଜଣେ ଗରିବ ମଣିଷ ବର୍ଷ ବର୍ଷ ଧରି ନ୍ୟାୟ ପାଇଁ କୋର୍ଟ କଚେରୀ ଦୌଡ଼ି ଦୌଡ଼ି … Continue reading ଦଙ୍ଗାକାରୀ ଏବଂ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ସୁବିଧା! || Special privileges for rioters and terrorists!