ସ୍ତ୍ରୀଙ୍କ ଦାମୀ ବ୍ୟାଗ୍ ସୌକ ପାଇଁ ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି!

South Korean President: ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ। ଦୁର୍ନୀତି ଏବଂ ଅନେକ ଦୁର୍ନୀତିକୁ ନେଇ ୟୁନ୍ ବିରୋଧରେ ମହାଭିଯୋଗର ସମ୍ମୁଖୀନ ହେଉଛନ୍ତି। କ’ଣ ସେହି ହ୍ୟାଣ୍ଡବ୍ୟାଗ୍ ଯାହା ଦକ୍ଷିଣ କୋରିଆ ରାଜନୀତିରେ ଝଡ଼ ସୃଷ୍ଟି କରିଛି? ଫାଷ୍ଟ ଲେଡିଙ୍କ ଆଚରଣ ଯୋଗୁଁ ୟୁନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା କି? ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ କୋରିଆରେ ବିଶୃଙ୍ଖଳା ଅଛି କି? ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ … Continue reading ସ୍ତ୍ରୀଙ୍କ ଦାମୀ ବ୍ୟାଗ୍ ସୌକ ପାଇଁ ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି!