ଭାରତ-ପାକିସ୍ତାନ ମୁହାଁମୁହିଁ ପରିସ୍ଥିତିକୁ ବିଶ୍ୱ ସହ୍ୟ କରିପାରିବ ନାହିଁ: ଜାତିସଂଘ ମୁଖପାତ୍ର
Pahalgam Terror Attack: ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବ୍ୟକ୍ତିଗତ ଭାବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଯୋଗାଯୋଗ କରି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ‘ସ୍ପଷ୍ଟ ନିନ୍ଦା’ କରିଛନ୍ତି। ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ସଂଘର୍ଷ କେବଳ ଦକ୍ଷିଣ … Continue reading ଭାରତ-ପାକିସ୍ତାନ ମୁହାଁମୁହିଁ ପରିସ୍ଥିତିକୁ ବିଶ୍ୱ ସହ୍ୟ କରିପାରିବ ନାହିଁ: ଜାତିସଂଘ ମୁଖପାତ୍ର
Copy and paste this URL into your WordPress site to embed
Copy and paste this code into your site to embed