ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି
Sourav Ganguly Accident: ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲି । ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ବର୍ଦ୍ଧମାନରେ ଆଯୋହିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁବାର ଦିନ ଦୁର୍ଗାପୁର ଏକ୍ସପ୍ରେସୱେରେ ତାଙ୍କ କନଭେୟ ଭିତରକୁ ହଠାତ୍ ଏକ ଟ୍ରକ ମାଡିଆସିଥିଲା । ଏଥିରେ ତାଙ୍କର କାର୍ ନିୟନ୍ତ୍ରଣ … Continue reading ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି
Copy and paste this URL into your WordPress site to embed
Copy and paste this code into your site to embed