ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ତଥା ପୁଲିସ ଆଧୁନୀକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ ହାଉସିଂ କର୍ପୋରେସନ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏ,ଥିରେ କୁହାଯାଇଛି ଯେ, ୧୯୯୫ ବ୍ୟାଚ ଆଇପିଏସ୍ ଶ୍ରୀ ସୌମେନ୍ଦ୍ରଙ୍କୁ ନିଜ ଦାୟିତ୍ୱ ସହ କର୍ପୋରେସନ୍ର ଦାୟିତ୍ୱ ତୁଲାଇବାକୁ ହେବ। ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଏବଂ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅନେକ ଦିନ ଦାୟିତ୍ୱ ତୁଲାଇଛନ୍ତି।
Trending
- Air India, AI Express Retire Flight Number ‘171’।। ଅହମ୍ମଦାବାଦ ଭୟଙ୍କର ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବନ୍ଦ କରିବ ବିମାନ ନମ୍ବର AI 171
- NEET (UG) 2025 Results Declared, Snehasis Das Becomes Odisha Topper ।। ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୫ ପରୀକ୍ଷା ଫଳ, ଓଡ଼ିଶାର ସ୍ନେହାସିସ କଲେ କାମାଲ
- Drink this water at home and you will lose weight ।। ଘରେ ବସି ଏହି ପାଣି ପିଅନ୍ତୁ ହେବ ଓଜନ ହ୍ରାସ
- PM Modi to hold roadshow in Bhubaneswar on June 20 ।। ୨୦ ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ଶୋ’
- Cholera a major health crisis for Odisha, no feast in functions।। ରାଜ୍ୟ ପାଇଁ ହଇଜା ବଡ ସ୍ୱାସ୍ଥ୍ୟ ସଙ୍କଟ, ବନ୍ଦ ହେଲା ଛୁଟି ଆଉ ଭୋଜିଭାତ
- Minister busy with celebrations; patient dying ।। ଅଏସରେ ମନ୍ତ୍ରୀ; ମରୁଛନ୍ତି ରୋଗୀ
- Aadhaar now mandatory for all key government services in Odisha ।। ଓଡ଼ିଶାର ସମସ୍ତ ପ୍ରମୁଖ ସରକାରୀ ସେବା ପାଇଁ ଆଧାର ଏବେ ବାଧ୍ୟତାମୂଳକ
- BJP infected by Congress disease ।। ବିଜେପିକୁ କଂଗ୍ରେସ ରୋଗ