ଆପଣ ଜାଣିଛନ୍ତି କି, ମରିବା ପରେ ଆତ୍ମା ଶରୀରକୁ କିପରି ଛାଡ଼ିଥାଏ?

Garuda Purana: ଗରୁଣ ପୁରାଣରେ ମୃତ୍ୟୁ ଓ ଆତ୍ମା ସହ ଜଡ଼ିତ ଅନେକ ରହସ୍ୟ ରହିଛି । ଗରୁଡ଼ ପୁରାଣ ଅନୁସାରେ ଶରୀରର ୯ଟି ଦ୍ୱାର ରହିଛି ଏବଂ ମୃତ୍ୟୁ ସମୟରେ ଶରୀରର ଏହି ନଅଟି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାରରୁ ଆତ୍ମା ବାହାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ଶରୀରର କେଉଁ ଅଙ୍ଗରୁ ଆତ୍ମା ବାହାରିଥାଏ? ଗରୁଡ଼ ପୁରାଣରେ କୁହାଯାଇଛି ଯେ, କର୍ମ ଅନୁସାରେ ବ୍ୟକ୍ତିର ଜୀବନ ମଧ୍ୟ ବିଭିନ୍ନ ଅଙ୍ଗରୁ ବାହାରିଥାଏ । ଜାଣନ୍ତୁ … Continue reading ଆପଣ ଜାଣିଛନ୍ତି କି, ମରିବା ପରେ ଆତ୍ମା ଶରୀରକୁ କିପରି ଛାଡ଼ିଥାଏ?