Soon 5 lakh small chit fund depositors will get their money back ।। ଶୀଘ୍ର ୫ ଲକ୍ଷ କ୍ଷୁଦ୍ର ଚିଟ୍ ଫଣ୍ଡ ଜମାକାରୀ ପାଇବେ ଟଙ୍କା ଫେରସ୍ତ

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଆସିଲା ବଡ ଖବର। ରାଜ୍ୟ ସରକାର ଗୋଟିଏ ବର୍ଷ ମଧ୍ୟରେ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୧,୨୬,୧୩୭ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିଛନ୍ତି। ବିଜେପି ସରକାରଙ୍କ ଏହି ସଫଳତା ପୂର୍ବ ବିଜେଡି ସରକାରଙ୍କ କାର୍ଯ୍ୟଦକ୍ଷତାଠାରୁ ସମ୍ପୂର୍ଣ୍ଣ ବିପରୀତ ରହିଛି। ଯେତେବେଳେ କି ୨୦୧୪ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ବିଜେଡି ସରକାର ୨,୭୯,୧୦୯ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ … Continue reading Soon 5 lakh small chit fund depositors will get their money back ।। ଶୀଘ୍ର ୫ ଲକ୍ଷ କ୍ଷୁଦ୍ର ଚିଟ୍ ଫଣ୍ଡ ଜମାକାରୀ ପାଇବେ ଟଙ୍କା ଫେରସ୍ତ