ଦର୍ଶକଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସୋନୁ ସୁଦ, ଗୋଟିଏ ଟିକେଟରେ ଆଉ ଗୋଟିଏ ଟିକେଟ ମାଗଣା

Fateh: ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ସୋନୁ ସୁଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଜାନୁଆରୀ ୧୦ରେ ତାଙ୍କ ଫିଲ୍ମ ଫତେହ ମୁଭି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଓପନିଂ ଡେ’ରେ ହିଁ ନିର୍ମାତା ମାନେ ୯୯ ଟଙ୍କାରେ ଫିଲ୍ମ ଦେଖିବାର ସୁଯୋଗ ଦେଇଥିଲେ । ଏହାପରେ ନିର୍ମାତା ଏବେ ପ୍ରଶଂସକଙ୍କୁ ଆଉ ଏକ ବଡ ଉପହାର ଦେଇଛନ୍ତି । ସୋନୁ ସୁଦଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୨.୪ କୋଟି … Continue reading ଦର୍ଶକଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସୋନୁ ସୁଦ, ଗୋଟିଏ ଟିକେଟରେ ଆଉ ଗୋଟିଏ ଟିକେଟ ମାଗଣା