ପୁଣେ ସୋ’ ପୂର୍ବରୁ ସୋନୁ ନିଗମ ଶେୟାର କଲେ ‘ଅସହ୍ୟ ଯନ୍ତ୍ରଣା’ର ଭିଡିଓ

Sonu Nigam: ପୁଣେରେ ଶୋ’ ପୂର୍ବରୁ ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତେବେ ଏହା ସୋ’ ସମୟରେ ଗାୟକଙ୍କୁ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନରୁ ଅଟକାଇ ପାରିନଥିଲା। ଗାୟକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଶୋ’ ପୂର୍ବରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଶୋ’ ପରେ ସେ ତାଙ୍କ ଟିମ୍ ସହାୟତାରେ ମଞ୍ଚରୁ ଓହ୍ଲାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଶୋ’ର ଠିକ୍ ପୂର୍ବରୁ ଆରମ୍ଭ ହୋଇଥିବା ଯନ୍ତ୍ରଣା … Continue reading ପୁଣେ ସୋ’ ପୂର୍ବରୁ ସୋନୁ ନିଗମ ଶେୟାର କଲେ ‘ଅସହ୍ୟ ଯନ୍ତ୍ରଣା’ର ଭିଡିଓ