ଫ୍ୟାନ୍ସଙ୍କ ଉପରେ ରାଗିଲେ ସୋନୁ ନିଗମ ଏବଂ କହିଲେ, “ଯଦି ଆପଣଙ୍କୁ ଠିଆ ହେବାକୁ….

Sonu Nigam: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୋନୁ ନିଗମ ଗତ କିଛି ଦିନ ହେବ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। କେତେବେଳେ ସେ ଯନ୍ତ୍ରଣାରେ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ତ ଆଉ କେତେବେଳେ ମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଯାହା ଘଟିଲା ତାହା ହେଲା ସୋନୁ ନିଗମଙ୍କର କୋଲକାତାରେ ନିଜର ଲାଇଭ୍ ଶୋ’ରେ ଘଟିଥିଲା। ସେ … Continue reading ଫ୍ୟାନ୍ସଙ୍କ ଉପରେ ରାଗିଲେ ସୋନୁ ନିଗମ ଏବଂ କହିଲେ, “ଯଦି ଆପଣଙ୍କୁ ଠିଆ ହେବାକୁ….