ଅନଶନର ୨୫ଦିନରେ ହସ୍ପିଟାଲରୁ ସୋନମ୍ ଓ୍ବାଙ୍ଗଚୁକ୍‌ଙ୍କ ଭିଡିଓ ବାର୍ତ୍ତା: ଆନ୍ଦୋଳନକାରୀ ଛାତ୍ରଙ୍କ ସୁରକ୍ଷା ଗ୍ୟାରେଣ୍ଟି ମିଳିଲେ ଅନଶନ ଭାଙ୍ଗିବାକୁ ପ୍ରସ୍ତୁତ || Sonam Wangchuk’s video message from the hospital on the 25th day of the strike: Ready to break the strike if the safety of the protesting students is guaranteed

ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର, ପରୀକ୍ଷା ନିୟନ୍ତ୍ରଣରେ ଅନିୟମିତତା ପ୍ରତିରୋଧ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନ ଭିତରେ ବୃଦ୍ଧି ପାଇଛି ଆଶଙ୍କା ଓ ଉତ୍ତେଜନା। ଦିଲ୍ଲୀର ଜନ୍ତର-ମନ୍ତରରୁ ପୋଲିସ ଦ୍ୱାରା ହଟାଯିବା ପରେ ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରସିଦ୍ଧ ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ୍ ଓ୍ବାଙ୍ଗଚୁକ୍ ନିଜ ଆମରଣ ଅନଶନର ୨୫ଶ ଦିନରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ (X) ରେ ପୋଷ୍ଟ … Continue reading ଅନଶନର ୨୫ଦିନରେ ହସ୍ପିଟାଲରୁ ସୋନମ୍ ଓ୍ବାଙ୍ଗଚୁକ୍‌ଙ୍କ ଭିଡିଓ ବାର୍ତ୍ତା: ଆନ୍ଦୋଳନକାରୀ ଛାତ୍ରଙ୍କ ସୁରକ୍ଷା ଗ୍ୟାରେଣ୍ଟି ମିଳିଲେ ଅନଶନ ଭାଙ୍ଗିବାକୁ ପ୍ରସ୍ତୁତ || Sonam Wangchuk’s video message from the hospital on the 25th day of the strike: Ready to break the strike if the safety of the protesting students is guaranteed