ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି। ସୋନମଙ୍କୁ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇବା ପାଇଁ ଦାୟର ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସୋନମ ରଘୁବଂଶୀ ଜେଲ୍ରୁ ବାହାରେ ରହିବା ସ୍ପଷ୍ଟ ହୋଇଯାଇଛି। ମାମଲାର ପୃଷ୍ଠଭୂମି ଓ ଶୁଣାଣି ରାଜା ରଘୁବଂଶୀ ହତ୍ୟା ମାମଲାରେ ହାଇକୋର୍ଟ ସୋନମଙ୍କୁ ନିୟମିତ ଜାମିନ … Continue reading ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମଙ୍କୁ ମିଳିଲା ଖାଲସି;ଜାମିନ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ || Sonam acquitted in Raja Raghuvanshi murder case; Supreme Court refuses to stay bail
Copy and paste this URL into your WordPress site to embed
Copy and paste this code into your site to embed