ସୋସିଆଲ ମିଡ଼ିଆରୁ ଏଣିକି ପ୍ରତି ଜିବି ଡାଟା ପାଇଁ ୧ଟଙ୍କା ଟିକସ୍ ? Social media now charges Rs 1 for every GB of data ?

କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ୨୨,୯୦୦ କୋଟି ଟଙ୍କା ରାଜସ୍ୱ ପୂରଣ | ଏହାର ବଡ ମାଧ୍ୟମ ବନିବାକୁ ଯାଉଛି ଇଣ୍ଟେର୍ନେଟ ଓ ଶିକାର ହେବାକୁ ଯାଉଛନ୍ତି ଇଣ୍ଟେର୍ନେଟ ଉପୋଭୋକ୍ତା | ଏଣିକି ଭାରତ ସରକାର ପ୍ରତି ୧ ଜିବି ଡାଟା ବ୍ୟବହାର ପାଇଁ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବେ ୧ଟଙ୍କା | ଏହି ପ୍ରସ୍ତାବ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅତ୍ୟଧିକ ସ୍କ୍ରିନ୍ ସମୟକୁ … Continue reading ସୋସିଆଲ ମିଡ଼ିଆରୁ ଏଣିକି ପ୍ରତି ଜିବି ଡାଟା ପାଇଁ ୧ଟଙ୍କା ଟିକସ୍ ? Social media now charges Rs 1 for every GB of data ?