ଜାଣନ୍ତୁ, କେଉଁ ପଶୁଙ୍କୁ ଲାଗେ ନାହିଁ ଶୀତ…

Snow Animal: ବର୍ତ୍ତମାନ ସମଗ୍ର ବିଶ୍ୱରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଯେଉଁଥିପାଇଁ ସାଧାରଣ ଲୋକ ବହୁତ ଅସୁବିଧାରେ ପଡ଼ୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଛି ପଶୁ ଅଛନ୍ତି ଯାହାଙ୍କୁ ଶୀତ ଲାଗେ ନାହିଁ । ଏହି ପଶୁମାନେ ଶୀତଦିନେ ବରଫରେ ବୁଲନ୍ତି ଏବଂ ଶୋଇଥା’ନ୍ତି । ଏହି ସମୟରେ ପୃଥିବୀର ଅନେକ ଦେଶରେ ଅତ୍ୟଧିକ ଥଣ୍ଡା ହୋଇଥାଏ। କେତେକ ସ୍ଥାନରେ ତାପମାତ୍ରା ମାଇନସ୍ ହୋଇଥାଏ । ଏପରି ପରିସ୍ଥିତିରେ ମଣିଷ ସହିତ ପଶୁମାନେ … Continue reading ଜାଣନ୍ତୁ, କେଉଁ ପଶୁଙ୍କୁ ଲାଗେ ନାହିଁ ଶୀତ…