Snake market… Where is this strange market located? Watch this video || ସାପ ବଜାର… କେଉଁଠି ଅବସ୍ଥିତ ଏହି ଅଜବ ବଜାର? ଦେଖନ୍ତୁ ଏହି ଭିଡିଓ

ଦୁନିଆରେ ଅନେକ ପ୍ରକାରର ବଜାର ଅଛି। କେଉଁଠି ଫଳ ବଜାର ତ ଅନ୍ୟ କେଉଁଠି ପନିପରିବା ବଜାର ଲାଗିଥାଏ, ଅନ୍ୟପଟେ ଦେଖିବାକୁ ଗଲେ ମାଂସ ଏବଂ ମାଛ ପାଇଁ ମଧ୍ୟ ବଜାର ଲାଗିଥାଏ। ସାଧାରଣତଃ, ଯେଉଁ ବଜାରରେ ନନ୍-ଭେଜ୍ ବିକ୍ରି ହୁଏ, ସେଠାରେ କେବଳ ଚିକେନ୍, ମଟନ୍ ଏବଂ ମାଛ ମିଳିଥାଏ, କିନ୍ତୁ ବିଦେଶରେ ଏପରି ଅନେକ ବଜାର ଅଛି ଯେଉଁଠାରେ ଚିକେନ୍ ଏବଂ ମାଛ ବ୍ୟତୀତ ବେଙ୍ଗ ଏବଂ ସାପ ମଧ୍ୟ ମିଳୁଥିବାର ଦେଖା ଯାଇଛି। … Continue reading Snake market… Where is this strange market located? Watch this video || ସାପ ବଜାର… କେଉଁଠି ଅବସ୍ଥିତ ଏହି ଅଜବ ବଜାର? ଦେଖନ୍ତୁ ଏହି ଭିଡିଓ