ଏକ କୋଟି ଟଙ୍କାର ଚୋରା ଗଞ୍ଜେଇ ଜବତ

Marijuana: ପଦ୍ମପୁର ପୋଲିସ ଚଢାଉ କରି ୧୦ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ୩ଜଣ ଗଞ୍ଜେଇ ବେପାରୀ ଗିରଫ ହୋଇ ଜେଲ ଯାଇଛି।  ଆଜି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନାର ଲିକିଟିପଦର ଗ୍ରାମ ପଞ୍ଚାୟତର ଶାରିଗଡ଼ା ନିକଟସ୍ଥ ଜଙ୍ଗଲରେ ପଦ୍ମପୁର ପୋଲିସ ଚଢ଼ାଉ କରି ୧୦ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଥିବା  ୩୪ ବସ୍ତାକୁ ଜବତ କରିଛି। ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଭାବେ ପଦ୍ମପୁର ତହସିଲଦାର ଉପସ୍ଥିତ ରହି ଓଜନ କରାଯାଇଥିଲା। ଜବତ ଗଞ୍ଜେଇର … Continue reading ଏକ କୋଟି ଟଙ୍କାର ଚୋରା ଗଞ୍ଜେଇ ଜବତ