ସ୍ମୃତି ଇରାନି ପରବର୍ତ୍ତୀ ବିଜେପି ସଭାପତି !

Smruti Irani: ଇରାନି ସଭାପତି ହେବା ପଛରେ ଅନେକ ଯୁକ୍ତି ରହିଛି। ପ୍ରଥମ, ସେ ଜଣେ ମହିଳା ଓ ଏ ପର୍ଯ୍ୟନ୍ତ ବିଜେପିର ସଭାପତି ଦାୟିତ୍ଵ କୌଣସି ମହିଳାଙ୍କୁ ମିଳିନାହିଁ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ସଭାପତି ହେବେ? ଏଭଳି ଏକ ଚର୍ଚ୍ଚା ଏବେ ଦିଲ୍ଲୀରେ ଜୋର୍ ଧରିଛି। ଜେପି ନଡ୍ଡାଙ୍କ ପରେ ଦଳର ମୁଖ୍ୟ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ଇରାନିଙ୍କ କଥା ହଠାତ୍ … Continue reading ସ୍ମୃତି ଇରାନି ପରବର୍ତ୍ତୀ ବିଜେପି ସଭାପତି !