ଛୋଟ ଛୁଆଙ୍କ ଆଗରେ ସିଗାରେଟ୍ ପିଉଛନ୍ତି କି? ହୋଇପାରେ ଏହି ସମସ୍ୟା

Smoking: ଆଗକୁ ବଢ଼ିବାର ରେସରେ ଲୋକମାନେ ନିଜ ଖାଇବା, ନିଦ, ପରିବାର, ସାଙ୍ଗ-ସାଥି ସମସ୍ତଙ୍କୁ ଭୁଲି ଯାଇଛନ୍ତି । ଛୋଟ ବୟସରେ ଅନେକ ପ୍ରକାରର ଚିନ୍ତା ଏବଂ କାମର ଚାପ ବା ଭଲପାଇବାରେ ପାଇଥିବା ବିଫଳତାକୁ ଦୂର କରିବା ପାଇଁ ମଦ ଏବଂ ସିଗାରେଟର ସାହାରା ନେଉଛନ୍ତି । ତାଙ୍କ ମତରେ ଏହା ତାଙ୍କର ଟେନସନ୍ କୁ କମାଇବାରେ ସାହାଯ୍ୟ କରିଥାଏ । ହେଲେ ଯଦି ସେହି ଧୂଆଁ ଗୋଟିଏ ଛୋଟ ଶିଶୁର ଶରୀରରେ ଯାଏ, ତେବେ … Continue reading ଛୋଟ ଛୁଆଙ୍କ ଆଗରେ ସିଗାରେଟ୍ ପିଉଛନ୍ତି କି? ହୋଇପାରେ ଏହି ସମସ୍ୟା