ଗୋଲାମ ପ୍ରତିଯୋଗୀତା || Slave competition
ଇତିହାସ ନିଜକୁ ଦୋହରାଏ। ଯେଉଁମାନେ ଇତିହାସରୁ ଶିକ୍ଷା ନିଅନ୍ତି ନାହିଁ, ସେମାନେ ନିଜେ ଇତିହାସର ପୃଷ୍ଠାରେ ହଜିଯାଆନ୍ତି। ଯଦି ଆମେ ଭାରତର ଇତିହାସ ଓଲଟାଇବା, ତେବେ ଗୋଟିଏ ଚରିତ୍ର ଆମକୁ ସବୁବେଳେ ସତର୍କ କରାଇଦିଏ— ସେ ହେଉଛନ୍ତି କନୌଜର ଶାସକ ଜୟଚନ୍ଦ୍ର। ପୃଥ୍ୱୀରାଜ ଚୌହ୍ୱାନଙ୍କୁ ହରାଇବା ପାଇଁ, ନିଜର ବ୍ୟକ୍ତିଗତ ଆକ୍ରୋଶ ମେଣ୍ଟାଇବା ପାଇଁ ଜୟଚନ୍ଦ୍ର ସୁଦୂର ଆଫଗାନସ୍ତାନରୁ ମହମ୍ମଦ ଘୋରୀଙ୍କୁ ଡାକି ଆଣିଥିଲେ। କିନ୍ତୁ ପରିଣାମ କଣ ହେଲା? ସେହି ଘୋରୀ ହାତରେ ହିଁ ଜୟଚନ୍ଦ୍ରଙ୍କ … Continue reading ଗୋଲାମ ପ୍ରତିଯୋଗୀତା || Slave competition
Copy and paste this URL into your WordPress site to embed
Copy and paste this code into your site to embed