ସ୍କୋଡା ଅଟୋ ଇଣ୍ଡିଆର ସର୍ବପ୍ରଥମ ‘ବ୍ରାଣ୍ଡ ସୁପରଷ୍ଟାର୍’ ରଣବୀର ସିଂହ

Ranabir singh: ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍କୋଡା ଅଟୋ ଇଣ୍ଡିଆ ଭାରତରେ ନିଜର ସର୍ବପ୍ରଥମ ବ୍ରାଣ୍ଡ ସୁପରଷ୍ଟାର୍ ଭାବେ ରଣବୀର ସିଂହଙ୍କୁ ନିଯୁକ୍ତ କରିଛି । ଭାରତରେ ନିଜର ପ୍ରଥମ ସବ୍ ଫୋର୍ ମିଟର୍ ଏସୟୁଭି ପ୍ରଚଳନ କରିବା ପରେ ଏହା ସ୍କୋଡା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସହଭାଗିତା ସହିତ ରଣବୀର ସିଂହ ସ୍କୋଡା ଅଟୋ ଇଣ୍ଡିଆର ପ୍ରଶଂସକ ଓ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର, ସ୍କୋଡା … Continue reading ସ୍କୋଡା ଅଟୋ ଇଣ୍ଡିଆର ସର୍ବପ୍ରଥମ ‘ବ୍ରାଣ୍ଡ ସୁପରଷ୍ଟାର୍’ ରଣବୀର ସିଂହ