ହୋଲି ପାଇଁ ସ୍କିନ୍ କେୟାର, ଜାଣନ୍ତୁ ଘରୋଇ ଟିପ୍ସ ।। Skin Care

ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି, ଯାହା ପ୍ରେମ, ମିତ୍ରତା ଓ ଭାଇଚାରର ପର୍ବ ଭାବରେ ପାଳନ କରାଯାଏ। ହୋଲି ପାଇଁ ଲୋକମାନେ ବିଶେଷ ଉତ୍ସାହରେ ରଙ୍ଗ ଖେଳିବାକୁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ବଜାରରେ ମିଳୁଥିବା କେମିକାଲ ରଙ୍ଗରେ ଥିବା ରାସାୟନିକ ପଦାର୍ଥ ଚର୍ମ ଓ କେଶକୁ କ୍ଷତି ପହଞ୍ଚାଇପାରେ। ଏହି ଦୃଷ୍ଟିରେ ହୋଲି ଉତ୍ସବରେ ସୁରକ୍ଷିତ ରହିବା ପାଇଁ କିଛି ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ନଡ଼ିଆ ତେଲ ହୋଲିରେ ଚର୍ମର ସୁରକ୍ଷା … Continue reading ହୋଲି ପାଇଁ ସ୍କିନ୍ କେୟାର, ଜାଣନ୍ତୁ ଘରୋଇ ଟିପ୍ସ ।। Skin Care